
2024
Hardcover
More than 1000 Pages
TBW 2_in_1 HSCE Probables 2025 Objective_MCQ & Subjective Class 10 Odia Medium Test Paper
Orissa
TBW GROUP OF WRITERS
1
87849
School Books
2024-2025
TBW Publication
English
India
Name : TBW 2_in_1 HSCE Probables 2025 Objective_MCQ & Subjective Class 10 Odia Medium Test Paper
Author : TBW GROUP OF WRITERS
Book Format : Hardcover
Edition : 2024-2025
Genre : School Books
ISBN : 87849
Language : English
Pages : More than 1000 Pages
Publish Year : 2024
Publisher : TBW Publication
Sub Genre : Orissa
ମାଟ୍ରିକ ପରୀକ୍ଷା ପାଇଁ TBW ଆଣିଅଛି
2-in-1
TBW HSC PROBABLES 2025
ମାନେ - Objective ଓ Subjective ଏକାଠି ଓ କମ ମୂଲ୍ୟରେ !
କଣ କଣ ଅଛି ଏହି 2-in-1 TBW HSC ବହିରେ :
Objective MCQ ଓ Subjective ଏକାଠି
ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର
ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା !
ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ !
ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ.
ଏତିକି ନୁହେଁ ! TBW HSC ବହିରେ ଦିଆଯାଇଛି -
ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର,
ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର !
ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express.
Country of Origin : India
More Information